33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆସନ୍ତା କାଲିଠୁ ଆରମ୍ଭ ହେବ ଆରଟିଓ ଲର୍ଣ୍ଣସ ଲାଇସେନ୍ସ ଟେଷ୍ଟ

ଆସନ୍ତା କାଲିଠୁ ଆରମ୍ଭ ହେବ ଆରଟିଓ ଲର୍ଣ୍ଣସ ଲାଇସେନ୍ସ ଟେଷ୍ଟ


ଭୁବନେଶ୍ୱର : ଆସନ୍ତା କାଲିଠୁ ପୁଣି ଆରମ୍ଭ ହେବ ଲର୍ଣ୍ଣସ ଲାଇସେନ୍ସ ଟେଷ୍ଟ । କୋରନା କଟକଣାର ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ ସେହିମାନେ ଟେଷ୍ଟ ଦେଇପାରିବେ । ଗତ ୮ ମାସ ହେବ କୋରନା କଟକଣା ଯୋଗୁଁ ଆରଟିଓର ଲର୍ଣ୍ଣସ ଲାଇସେନ୍ସ ଟେଷ୍ଟ ବନ୍ଦ ଥିଲ । । ଗତ ୧୨ତରିଖରୁ ସ୍ଲଟ ବୁକିଂ ଆରମ୍ଭ ହୋଇଛି । ପୂର୍ବରୁ ୨ଲକ୍ଷ ଲୋକଙ୍କ ଆବେଦନ ବାକି ରହିଥିଲା । ତେଣୁ ପ୍ରଥମେ ସେମାନଙ୍କ ଟେଷ୍ଟ ସରିବା ପରେ ନୁଆ ବିଜ୍ଞପ୍ତି ପ୍ରକାଶ ପାଇବ । କୋରନା କଟକଣାକୁ ପାଳନ କରାଯାଇ ଏହି ଟେଷ୍ଟ କରାଯିବ ଓ ଅଫିସରେ ଥର୍ମାଲ ସ୍କ୍ରିନଂ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking