39.4 C
Bhubaneswar
Thursday, April 18, 2024
Homeଓଡିଶାପୁଣି ଖୋଲିବ ଆର୍ ଟି ଓ

ପୁଣି ଖୋଲିବ ଆର୍ ଟି ଓ

ଭୁବନେଶ୍ଵର: ଲୋକଙ୍କୁ ସେବା ଯୋଗାଇବାକୁ ସର୍ତ୍ତମୂଳକ ଭାବେ ଖୋଲିବ ଆରଟିଓ । ଏନେଇ ସମସ୍ତ ଆରଟିଓଙ୍କୁ ପରିବହନ କମିଶନର ନିର୍ଦ୍ଦେଶ ଦିଆଯାଇଛି । ଆରସି, ଫିଟନେସ ସାର୍ଟିଫିକେଟ ଓ ମାଲିକାନା ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇଛି । ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ, ଅଗଷ୍ଟ ୩୧ ଯାଏ ଆରଟିଓରେ ରିନ୍ୟୁଆଲ ଓ ନାମ ପରିବର୍ତ୍ତନ କାମ ହେବ । ଡିଏଲ କିମ୍ବା ଆରଟିଓ ସମ୍ବଦ୍ଧିତ ଡକ୍ୟୁମେଣ୍ଟ ହଜିଥିଲେ ଡୁପ୍ଲିକେଟ ଦିଆଯିବ । ଏହା ଛଡା ଆରଟିଓରେ ସମସ୍ତ କାର୍ଯ୍ୟ ବନ୍ଦ ରହିବ । ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ ଡିଏଲ ଓ ଏଲଏଲ କାମ ବାକି ପଡିଛି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking