ଭିଜିଲାନ୍ସ ଜାଲରେ ଆରଟିଓ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବସନ୍ତଙ୍କ ଘର ସମେତ ୧୦ଟି ସ୍ଥାନରେ ଏହି ଚଢ଼ଉ ଚାଲିଛି। ଭୁବନେଶ୍ୱର, ବୌଦ୍ଧ ଥିବା ଭଡ଼ା ଘର ଓ ଅଫିସସ, ଗଞ୍ଜାମ ଜିଲ୍ଲାରେ ଥିବା ପୈତୃକ ଘର , ବ୍ରହ୍ମପୁର ଓ ଭଂଜନଗର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବସନ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ … Continue reading ଭିଜିଲାନ୍ସ ଜାଲରେ ଆରଟିଓ