23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗରାଜ୍ୟବାସୀଙ୍କ ପାଇଁ ଖୁସି ଖବର : ମାତ୍ର ୪୦୦ ଟଙ୍କାରେ ପିଟି-ପିସିଆର ଟେଷ୍ଟ

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର : ମାତ୍ର ୪୦୦ ଟଙ୍କାରେ ପିଟି-ପିସିଆର ଟେଷ୍ଟ

ଭୁବନେଶ୍ୱର : ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟ ଫି’ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ମାତ୍ର ୪୦୦ ଟଙ୍କାରେ ହେବ ପିଟି-ପିସିଆର ଟେଷ୍ଟ । ଜିଏସଟି ସହିତ ଟେଷ୍ଟ ଫି ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଆରଏମଆରସି ତତ୍ତ୍ୱାବଧାନରେ ପିଟିପିସିଆର ଟେଷ୍ଟ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋଇଛି । ତେବେ ପୂର୍ବରୁ ୧୨୦୦ ଟଙ୍କାରେ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ହେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking