27.8 C
Bhubaneswar
Thursday, April 18, 2024
Homeଆଇପିଏଲ୍ -2022ଆଇପିଏଲ ୨୦୨୧: ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ-ରାଜସ୍ଥାନ ରୟାଲ୍ସ

ଆଇପିଏଲ ୨୦୨୧: ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ-ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଜିର ମୁକାବିଲା ରୟାବ ଚୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ ର ସାମ୍ନା ରାଜସ୍ଥାନ ରୟାଲ୍ସ ସହିତ ହେବ । ଆଇପିଏଲ ସିଜିନ ୧୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଖେଳିଥିବା ତିନୋଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିଭଳି ରାଜସ୍ଥାନ ରୟାଲ୍ସ କୁ ୩ଟି ମୁକାବିଲାରେ କେବଳ ଗୋଟିଏରେ ବିଜୟ ହାସଲ କରିଛି ।
ଆଇପିଏଲ ୨୦୨୧ ଆଜିର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସାମ୍ନାସାମ୍ନି ହେବେ ।
୨୨ ଏପ୍ରିଲରେ ହେବାକୁ ଥିବା ଆଇପିଏଲ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଲାଯିବ ।
ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲ ମୁକାବିଲା ଗୁରୁବାର ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ଏଥିପାଇଁ ସନ୍ଧ୍ୟା ୭ଟାରେ ଟସ୍ ପଡିବ ।
ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଥିବା ଆଜିର ଆଇପିଏଲ ମୁକାବିଲାର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ସ ନେଟୱାର୍କ ରେ ଆପଣ ଦେଖିପାରିବେ । ଷ୍ଟାର ସ୍ପୋର୍ସ ହିନ୍ଦୀରେ ଆପଣ ହିନ୍ଦୀ କମେଣ୍ଟ୍ରି ସହିତ ମ୍ୟାଚ ଦେଖିପାରିବେ । ଚଳିତ ଥର ଆଇପିଏଲ ୭ଟି ଭାଷାରେ କମେଣ୍ଟ୍ରି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking