ରାଉରକେଲା ପ୍ଲେନ କ୍ରାସ୍: ଜଣେ ମୃତ
ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟ ପାଇଁ ଚାଲିଥିଲା ଯୋଜନା । ମୁମ୍ବାଇ ନେବା ପାଇଁ ଆସିଥିଲା ଏୟାର ଆମ୍ବୁଲାନ୍ସ । କିନ୍ତୁ ଏୟାର ଲିଫ୍ଟ ହେବା ପୂର୍ବରୁ ଚାଲିଗଲା ଜୀବନ । ଗତ ୧୦ ତାରିଖରେ ଜଲ୍ଦା ପାଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଇଣ୍ଡିଆ – ୧ ବିମାନ ଦୁର୍ଘଟଣାଗ୍ରସ୍ତ … Continue reading ରାଉରକେଲା ପ୍ଲେନ କ୍ରାସ୍: ଜଣେ ମୃତ
Copy and paste this URL into your WordPress site to embed
Copy and paste this code into your site to embed