ରାଉରକେଲା ବିମାନ ଦୁର୍ଘଟଣା: ଫୋର୍ସ ଲ୍ୟାଣ୍ଡିଂ ନେଇ ଡିଜିସିଏକୁ ସୂଚନା
ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣା ଘଟଣା । ବିମାନର ଫୋର୍ସ ଲ୍ୟାଣ୍ଡିଂ ନେଇ ଡିଜିସିଏ ଓ ମନ୍ତ୍ରାଳୟକୁ ଅବଗତ କରାଗଲା । ଡାଇରେକ୍ଟୋରେଟ୍ ଅଫ୍ ସିଭିଲ୍ ଆଭିଏସନ୍ ପକ୍ଷରୁ ଅବଗତ କରାଗଲା । ସମ୍ପୃକ୍ତ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ଡିଜିସିଏକୁ କାରଣ ଦର୍ଶାଯିବ ଉଲ୍ଲେଖ କରାଯାଇଛି । ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି)କୁ ବି ଜଣାଯିବ । ଅନ୍ୟପଟେ, ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ଦରକାର ପଡିଲେ ଏୟାର ଲିଫ୍ଟ କରାଯାଇପାରେ କହିଛନ୍ତି ରାଉରକେଲା ଏସ୍ପି … Continue reading ରାଉରକେଲା ବିମାନ ଦୁର୍ଘଟଣା: ଫୋର୍ସ ଲ୍ୟାଣ୍ଡିଂ ନେଇ ଡିଜିସିଏକୁ ସୂଚନା
Copy and paste this URL into your WordPress site to embed
Copy and paste this code into your site to embed