29.1 C
Bhubaneswar
Friday, April 26, 2024
Homeଓଡିଶାଷ୍ଟିଲ ସିଟିରେ ଘରେ ପୂଜା ପାଇବେ ବିଘ୍ନବିନାଶକ

ଷ୍ଟିଲ ସିଟିରେ ଘରେ ପୂଜା ପାଇବେ ବିଘ୍ନବିନାଶକ

ସାରନଗରୀ : ଚଳିତଥର ଗଣନାଥଙ୍କ ପୂଜା ଫିକା ପଡ଼ିବ । ମହାମାରୀ କରୋନା କଟକଣାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଗଣେଷ ପୂଜା ନିରାଡ଼ମ୍ବର ସହକାରେ ଘରେ ରହି ପୂଜା କରିବାକୁ ନିଷ୍ପତି ନେଇଛି । ଶ୍ରୀ ଗଣେଷଙ୍କ ପୂଜାରୁ ପାର୍ବଣ ରୁତୁ ଆରମ୍ଭ ହୋଇଥାଏ । ତେବେ ଚଳିତ ମାସ ୨୨ରେ ବିଘ୍ନ ବିନାଶକଙ୍କ ପୂଜା ପଡ଼ୁଥିବାରୁ ସେଦିନ ସଟଡ଼ାଉନ । ତେଣୁ ଗଣେଷ ପୂଜା ମାହୋଲକୁ ଫିକା ପକାଇବ । ପ୍ରତିବର୍ଷ ପରି ଚଳିତବର୍ଷ କୌଣସି ପୂଜା ମଣ୍ଡପ,ଶିକ୍ଷା ଅନୁଷ୍ଠାନ,ଯୁବ ସଂଗଠନ,ବ୍ୟବସାୟୀ ସଂଗଠନ ଏବଂ ଛକ ବଜାରରେ ପ୍ରସ୍ତୁତି ଦେଖିବାକୁ ମିଳୁନାହିଁ । କରୋନା କଟକଣା ଏ ସବୁ ଭଣ୍ଡୁର କରିଛି ବୋଲି ଦକ୍ଷିଣ ରାଉରକେଲାର ପୂଜା କମିଟିର ସଦସ୍ୟମାନେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking