34.1 C
Bhubaneswar
Friday, March 29, 2024
Homeଓଡିଶାବାଣ ଗୋଦାମରେ ଚଢଉ, ବିପୁଳ ପରିମାଣରେ ବାଣ ଜବତ

ବାଣ ଗୋଦାମରେ ଚଢଉ, ବିପୁଳ ପରିମାଣରେ ବାଣ ଜବତ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଥାନା ନିକଟରେ ଥିବା ବାଣ ଗୋଦାମରେ ଚଢଉ କରି ପୁଲିସ ଦ୍ୱାରା ବିପୁଳ ପରିମାଣରେ ବାଣ ଜବତ କରାଯାଇଛି ବୋଲି ଶୁକ୍ରବାର ଜଣାପଡ଼ିଛି। ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ। କରୋନା କଟକଣା ମଧ୍ୟରେ ଓ ସୁରକ୍ଷା ଦୃଷ୍ଟିରେ ଚଳିତ ବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ମାତ୍ର ବେଆଇନ ଭାବେ ଜବତ ହୋଇଥିବା ୨ ଗୋଦାମରେ ବାଣ ଗଚ୍ଛିତ ହୋଇ ରହିଥିବା ଖବର ପାଇ ପୁଲିସ ଚଢଉ କରି ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking