28.1 C
Bhubaneswar
Thursday, March 28, 2024
Homeଓଡିଶାଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ଡ୍ରାଇଭର ରାଜେନ୍ଦ୍ର ପଲାଇଙ୍କ ନାଁରେ ଏହି GST ଠକେଇ ଅଭିଯୋଗ ହୋଇଛି। ରାଉରକେଲା ସେକ୍ଟର ୨୦ରେ ରହୁଥିବା ରାଜେନ୍ଦ୍ରଙ୍କୁ GST ବିଭାଗ ପକ୍ଷରୁ ୨୮ କୋଟି ୨୮ ଲକ୍ଷ ଟଙ୍କାର ଠକେଇ ନେଇ ନୋଟିସ କରାଯାଇଛି। ୪ କୋଟି ଟଙ୍କା ଜରିମାନା ଦାଖଲ କରିବାକୁ ଡ୍ରାଇଭରଙ୍କୁ କୁହାଯାଇଛି। ଅନ୍ୟପକ୍ଷେ, GST ଠକେଇ ସମ୍ପର୍କରେ ରାଜେନ୍ଦ୍ର କିଛି ଜାଣି ନ ଥିବା କହିଛନ୍ତି । ତାଙ୍କ ନାଁରେ କେହି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking