27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସୁପର ସ୍ପ୍ରେଡରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି

ସୁପର ସ୍ପ୍ରେଡରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି

ରାଉରକେଲା : ରାଉରକେଲାରେ ଜଣେ ସୁପର ସ୍ପ୍ରେଡରଙ୍କ ଦ୍ୱାରା ୯୫ଜଣ ହେଲେ ସଂକ୍ରମିତ । ସେକ୍ଟର ୧୬ ଅଂଚଳରେ ଜଣେ କରୋନା ରୋଗୀ ଦ୍ୱାରା । ଏମାନେ ସମସ୍ତ ସଂକ୍ରମିତ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହି ବ୍ୟକ୍ତିର କଣ୍ଟାକ୍ଟ ଟ୍ରେସିଂରୁ ୯୫ଜଣ ଆକ୍ରାନ୍ତ ହୋଇଛନ୍ତି । ସଂପୃକ୍ତ ଅଂଚଳରେ ସଂକ୍ରମଣ ନବ୍ୟାପିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ତେଣୁ ସହରର ବାସନ୍ତୀ କଲୋନୀର କିଛି ଅଂଚଳ ସେକ୍ଟର-୫ ଅଂଚଳର ଗଲେଘର କଣ୍ଟେମେଣ୍ଟ ଘୋଷଣା କରାଯାଇଛି । ତାହା ସହିତ ସୁପରସ୍ପେର୍ଡରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ରାଉରକଲୋ ମହାନଗର ପକ୍ଷରୁ ସେହି ଅଂଚଳରେ ସାନିଟାଇଜ କରାଯାଉଛି । ଦିନ ତମାମ ସାନିଟାଇଜ୍ ବ୍ୟବସ୍ଥା ମଧ୍ୟ କରାଯାଉଛି । ଲୋକମାନେ ମଧ୍ୟ ଭୟଭିତ ଅବସ୍ଥାରେ ଅଛନ୍ତି । ସଂପୃକ୍ତ ବ୍ୟକ୍ତି ବାହାର ରାଜ୍ୟରୁ ଆସିଥିବେଳେ । ସେତେବେଳେ କୌଣସି ସମ୍‌ଟମ୍ ଦେଖାଯାଉନଥିବା କରୋନା ଲକ୍ଷଣ ବୋଲି । ସେ ସମସ୍ତଙ୍କ ସହ ମିଶିବା ସହ ବାହାରେ ମଧ୍ୟ ବୁଲାବୁଲି କରିଥିଲେ । ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ବତ୍ତର୍ମାନ ୯୫ଜଣଙ୍କୁ ସେ ସଂକ୍ରମିତ କରିଛନ୍ତି । ଆହୁରି ମଧ୍ୟ ସଂକ୍ରମିତ ହେବେ ବୋଲି ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking