ରାଉରକେଲାରେ ବାହୁଡ଼ା ଯାତ୍ରା ସମ୍ପନ

ରାଉରକେଲା:  ରାଉରକେଲା ରାଜରାସ୍ତାରେ ଗଡ଼ି  ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିନାହିଁ ତଥାପି ଭକ୍ତଙ୍କ ଭାବର ହୃଦୟରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ବାହୁଡ଼ିଛନ୍ତି ମହାବାହୁ ।  ସେକ୍ଟର-୩ ଅହିରାବନ୍ଧ, ପାନପୋଷ, ବାସନ୍ତୀ କଲୋନୀ, ଉଦିତନଗର,ସାରନଗରୀ ଓ ଅନ୍ୟାନ ଅଂଚଳରେ ଶ୍ରୀ ଜଗନ୍ନାଥ ମନ୍ଦିରରେ  ଅସ୍ଥାୟୀ ମାଉସୀ ମା’ ମନ୍ଦିରରୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଥିଲେ ତିିନି ଠାକୁର । କରୋନା ଗାଇଡ଼ ଲାଇନକୁ ମାନି ସଳ୍ପ ସଂଖ୍ୟକ କର୍ମକର୍ତାଙ୍କ ଦ୍ୱାରା ପୁଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । … Continue reading ରାଉରକେଲାରେ ବାହୁଡ଼ା ଯାତ୍ରା ସମ୍ପନ