36.7 C
Bhubaneswar
Tuesday, April 16, 2024
Homeଓଡିଶାରୋଜ୍ ଡେ ରେ ଗୋଲାପ ନିହାତି ଦିଅନ୍ତୁ...

ରୋଜ୍ ଡେ ରେ ଗୋଲାପ ନିହାତି ଦିଅନ୍ତୁ…

ଭୁବନେଶ୍ୱର: ଭାଲେଣ୍ଟାଇନସ ସପ୍ତାହର ପ୍ରଥମ ଦିନଟି ରୋଜ୍ ଡେ ଭାବରେ ପାଳନ କରାଯାଏ ।ଏହାକୁ କେହି କେହି ଗୋଲାପର ଦିନ ବୋଲି ମଧ୍ୟ କହିଥାନ୍ତି । ଏହି ଦିନରେ ପରସ୍ପର ଭିତରେ ଗୋଲାପ ଫୁଲର ଆଦନ ପ୍ରଦାନ ହୁଏ । ଯଦି ଆପଣ ଏହି ଦିନରେ କାହାକୁ ଗୋଲାପ ଫୁଲ ଦେବାକୁ ଯାଉଛନ୍ତି ତେବେ ଧ୍ୟାନ ରଖନ୍ତୁ .. ଗୋଲାପ ଫୁଲର ପ୍ରତ୍ୟକ ରଙ୍ଗର ଅଲଗା ଅଲଗା ଅର୍ଥ ରହିଛି । କାହିଁକି ନା ଗୋଲାପ ବି କଥା କହେ । ଯାହା ଉପରେ ଆଣଙ୍କୁ ଧ୍ୟାନ ଦେବାକୁ ପଡିବ ।

ରୋଜ୍ ଡେ ରେ ଗୋଲାପ ନିହାତି ଦିଅନ୍ତୁ । ଏହି ଦିନରେ ଆପଣଙ୍କ ପାଟନରଙ୍କୁ ଗୋଲାପ ନିହାତି ଦିଅନ୍ତୁ କାହିଁକି ନା ଏହା ହେଉଛି ନିଜ ପ୍ରେମକୁ ଜଣାଇବାର ଏକ ଜରିଆ । ସର୍ମ୍ପକ କୁ ଯୋଡେ ଗୋଲାପ । ବ୍ୟସ୍ତମୟ ଜୀବନରେ ଟିକେ ଫୁରସତ ବାହାର କରି ନିଜ ପାଟନରଙ୍କୁ ସ୍ପେଶିଆଲ ଫିଲ କରନ୍ତୁ । ଖାଲି ପାଟନରଙ୍କୁ ନୁହେଁ ନିଜ ବନ୍ଧୁ,ସାଙ୍ଗ, ସାଥୀ ଙ୍କୁ ଫୁଲ ଦେଇ ନିଜର ସର୍ମ୍ପକ କୁ ମଜଭୁତ କରନ୍ତୁ । ଫୁଲ ହିଁ ଗୋଟିଏ ଜିନଷ ଯାହା ଦ୍ୱାରା ରାଗ,ଅଭିମାନ କୁ ଦୁର କରି ମନେଇ ପାରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking