ପାହାଡ଼ରେ ଛିଡ଼ିଲା ରୋପ୍ ୱେ: ଟ୍ରଲିରୁ ଖସି ୨ ମହିଳା ମୃତ, ୪୮ ଗୁରୁତର

ଦେଓଗଡ଼: ଝାଡଖଣ୍ଡ ରାଜ୍ୟ ଦେଓଗରର ତ୍ରିକୂତି ପର୍ବତରେ ଲାଗି ଥିବା ରୋପ୍ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରୋପ୍ ୱେରେ ବ୍ୟବହୃତ ଦଉଡିରେ ତ୍ରୁଟି ପାଇଁ ଦଉଡ଼ିରେ ଚାଲୁଥିବା କ୍ୟାବିନ୍ ତଳକୁ ଖସି ପଡ଼ିବାରୁ ୨ ମହିଳାଙ୍କ ମୃତ୍ୟୁ ହୋଇଛି । ଏହାସହ ଅତି ଉଚ୍ଚରେ ତଥା ପାହାଡ଼ ଉପରେ ଏହି ଦୁର୍ଘଟଣା ଘଟିଥିବାରୁ ୪୮ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଉପରେ ଫସି ରହିଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ଏବଂ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ … Continue reading ପାହାଡ଼ରେ ଛିଡ଼ିଲା ରୋପ୍ ୱେ: ଟ୍ରଲିରୁ ଖସି ୨ ମହିଳା ମୃତ, ୪୮ ଗୁରୁତର