27.1 C
Bhubaneswar
Thursday, April 25, 2024
Homeଅପରାଧବାଗଦାଦସ୍ଥିତ ଆମେରିକା ଦୂତାବାସ ଉପରେ ପୁଣି ରକେଟ୍ ଆକ୍ରମଣ

ବାଗଦାଦସ୍ଥିତ ଆମେରିକା ଦୂତାବାସ ଉପରେ ପୁଣି ରକେଟ୍ ଆକ୍ରମଣ

ବାଗଦାଦ : ଇରାକର ରାଜଧାନୀ ବାଗଦାଦସ୍ଥିତ ଆମେରିକା ଦୂତାବାସ ଉପରେ ରବିବାର ପୁଣି ଥରେ ହୋଇଛି ରକେଟ୍ ଆକ୍ରମଣ। ଆମେରିକା ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ​ କେତୋଟି ରକେଟ୍ ମାଡ କରାଯାଇଛି‌ ତାହା ସ୍ପଷ୍ଟ ହୋଇ ନାହିଁ। ଅନ୍ୟ ପକ୍ଷରେ ଏହି ରକେଟ ଆକ୍ରମଣରେ ମୃତାହତଙ୍କ ସଂପର୍କରେ ସ୍ପଷ୍ଟ ସୂଚନା ମିଳି ନାହିଁ। ସୁଲେମାନୀ ହତ୍ୟାର ପ୍ରତିଶୋଧ ନେବା ପାଇଁ ଆମେରିକା ସେନା ଘାଟି ଉପରେ ଇରାକୀ ସେନା ପକ୍ଷରୁ ଅନେକ ଥର ଆକ୍ରମଣ କରାଯାଉଛି।୨୦୧୯ ଅକ୍ଟୋବର ପରେ ଆମେରିକା ଦୂତାବାସ ତଥା ୫୨୦୦ ଆମେରିକା ସେନା ରହୁଥିବା ଘାଟି ଉପରେ ଏହା ୧୯ତମ ଆକ୍ରମଣ। ଅନ୍ୟପକ୍ଷରେ ଏହି ଆକ୍ରମଣ ନେଇ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନାହାନ୍ତି ବୋଲି ସୂଚନା ମିଳିଛି । ​‌
https://onakhabar.com/2020/02/16/kejriwal-to-take-oath-as-chief-minister-of-delhi-today/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking