ମଣିଷଙ୍କ ଭଳି ହେବ ରୋବୋଟର ଫିଙ୍ଗର , ଆହତ ହେଲେ ନିଜକୁ କରିବ ଠିକ୍‌……

ଟୋକିଓ : ସାଇନ୍ସର ଦୁନିଆ ଖୁବ୍ ଜୋରରେ ପ୍ରଗତି କରୁଛି । ଏହାସହ ହିଁ ରୋବୋଟ୍ସ ସହ ଜଡ଼ିତ ଟେକ୍ନୋଲଜିରେ ମଧ୍ୟ ପ୍ରମୁଖ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ ବୈଜ୍ଞାନିକମାନେ ଏକ ଏମିତି ରୋବୋଟିକ୍ ଫିଙ୍ଗର ତିଆରି କରିଛନ୍ତି ,ଯାହାର ସ୍କିନ୍ ମଣିଷ ଭଳି । କେବଳ ଏତିକି ନୁହେଁ , ରୋଗରେ ପଡ଼ିବା ପରେ ରୋବୋଟର ଏହି ସ୍କିନ୍ ନିଜକୁ ଠିକ୍ କରିପାରିବ। ଟୋକିଓ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରମାନେ ଏହି ରୋବୋଟିକ୍ ଫିଙ୍ଗର … Continue reading ମଣିଷଙ୍କ ଭଳି ହେବ ରୋବୋଟର ଫିଙ୍ଗର , ଆହତ ହେଲେ ନିଜକୁ କରିବ ଠିକ୍‌……