ମହାକାଶକୁ ଯିବ ମହିଳା ରୋବର୍ଟ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଭାରତ ବର୍ତ୍ତମାନ ଏକ ବଡ଼ ମାଇଲଷ୍ଟୋନ ପାଇଁ ପ୍ରସ୍ତୁତ ହେଉଛି । ଚନ୍ଦ୍ରଯାନର ସଫଳତା ପରେ ଏବେ ଲଞ୍ଚ ହେବ ଗଗନଯାନ । ସୂର୍ଯ୍ୟ ଉପରେ ଅଧିକ ଗବେଷଣା ପାଇଁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ଆଦିତ୍ୟ ଏଲ-୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ମୋସନାଥ । ଗଗନଯାନ ମିସନ୍‌ ଅନ୍ତର୍ଗତ ଭାରତ ମହାକାଶ ଗବେଷଣା କେନ୍ଦ୍ର ମହାକାଶକୁ ମହିଳା ରୋବଟ ‘ବ୍ୟୋମମିତ୍ର’ … Continue reading ମହାକାଶକୁ ଯିବ ମହିଳା ରୋବର୍ଟ