ସୂତା ଦୋକାନୀଙ୍କ ଘରୁ ଟଙ୍କା ଓ ସୁନା ଲୁଟ୍; ଦୋକାନ ମାଲିକ, ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ବାନ୍ଧିପକାଇଲେ
ସୋରଡ଼ା : ସୋରଡ଼ା ଏନ୍ଏସିର ବଡ଼ଦାଣ୍ଡ ସାହିରେ ଥିବା ଏକ ସୂତା ଦୋକାନରୁ ବଡ଼ ଧରଣର ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ଦୋକାନରେ ପଶିବା ସହ ମାଲିକଙ୍କୁ ବନ୍ଧୁକ ଦେଖାଇ ୧୫ ଲକ୍ଷ ଟଙ୍କା ଓ ୨୫ ଭରି ସୁନାଗହଣା ଲୁଟି ନେଇଛନ୍ତି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ସୋରଡ଼ା ଏନ୍ଏସିର ବଡ଼଼ଦାଣ୍ଡ ସାହିରେ ଦୀନବନ୍ଧୁ ଚୌଧୁରୀଙ୍କ ଏକ ବହୁ ପୁରାତନ ସୂତା ଦୋକାନ ରହିଛି । ଦୀନବନ୍ଧୁ ଦୋକାନରେ ଥିବାବେଳେ … Continue reading ସୂତା ଦୋକାନୀଙ୍କ ଘରୁ ଟଙ୍କା ଓ ସୁନା ଲୁଟ୍; ଦୋକାନ ମାଲିକ, ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ବାନ୍ଧିପକାଇଲେ
Copy and paste this URL into your WordPress site to embed
Copy and paste this code into your site to embed