ବ୍ୟବସାୟୀଙ୍କଠାରୁ ଲୁଟ୍‌: ୬ ଗିରଫ

କଟକ: ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୬ ଗିରଫ ହୋଇଥିବା ସୂଚନା ରହିଛି । ୧ ଲକ୍ଷ ୨୩ ହଜାର ଟଙ୍କା ଜବତ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ଫେରାର ଅଛନ୍ତି । ୧୦ରେ ମାଲଗୋଦାମ ଥାନା ଅଞ୍ଚଳରେ ଡକାୟତି ହୋଇଥିଲା । ସାଢେ ୭ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ସରକାରଙ୍କୁ ଘେରିବ ବିଜେପି: ମୋହନ ମାଝୀ