34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆମ୍ ଆଦମୀ ପାର୍ଟି ତରଫରୁ ରାସ୍ତା ରୋକ

ଆମ୍ ଆଦମୀ ପାର୍ଟି ତରଫରୁ ରାସ୍ତା ରୋକ

ଭୁବନେଶ୍ୱର : ଆଜି ଆମ୍ ଆଦମୀ ପାର୍ଟି ତରଫରୁ  କୃଷକ ଆନ୍ଦୋଳନ ସମର୍ଥନରେ ଭୁବନେଶ୍ୱରରେ ରାସ୍ତା ରୋକ କରାଯାଇଥିଲା ।କୃଷକ ବିରୋଧୀ ୩ କଳା ଆଇନ ପ୍ରତ୍ୟାହାର ତଥା ସ୍ୱାମୀନାଥନ ରିପୋର୍ଟ ଅନୁଯାୟୀ ଏମ୍ ଏସ ପି ଦର ଧାର୍ଯ୍ୟ କରିବାକୁ ଦାବି କରାଯାଇ ଥିଲା। ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର , ଭୁବନେଶ୍ୱର ମହିଳା ମୋର୍ଚ୍ଚା ଅଧ୍ୟକ୍ଷ ସୁଶ୍ରୀ ସ୍ୱାଗତିକା ଭୂୟାଁ , ଆପ୍ ନେତା ରାକେଶ ପଣ୍ଡା , ସାଇ ଗୋପିନାଥ ପଣ୍ଡା , ପ୍ରଶାନ୍ତ ରଣସିଂ ,ସଂଗ୍ରାମ କେଶରୀ ଭ୍ରମରବର ରାୟ ଏବଂ ଏମ୍ ଡି ସନାଉଲ୍ଲାହ ପ୍ରମୁଖଙ୍କୁ ପୋଲିସ ଗିରଫ କରି ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking