କୁହୁଡି ଯୋଗୁଁ ବଢୁଛି ସଡ଼କ ଦୁର୍ଘଟଣା
ନୂଆଦିଲ୍ଲୀ: ଶୀତ ଦିନେ କୁହୁଡି ଏକ ମୁଖ୍ୟ ସମସ୍ୟା । କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଏ ଓ ଦୁର୍ଘଟଣା ଘଟିଥାଏ । କୁହୁଡି ଯୋଗୁଁ ପ୍ରତିବର୍ଷ ହାରାହାରି ୧୮ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । କୁହୁଡି ଯୋଗୁଁ ଉତ୍ତରପ୍ରଦେଶରେ ସର୍ବାଧିକ ସଡକ ଦୁର୍ଘଟଣା ଘଟଛି । ଦ୍ୱିତୀୟରେ ବିହାର, ତୃତୀୟରେ ମଧ୍ୟପ୍ରଦେଶ ଓ ଏହାପରେ ତାମିଲନାଡୁ ରହିଛି । କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନତା ଯଥେଷ୍ଟ କମିଯାଏ । … Continue reading କୁହୁଡି ଯୋଗୁଁ ବଢୁଛି ସଡ଼କ ଦୁର୍ଘଟଣା
Copy and paste this URL into your WordPress site to embed
Copy and paste this code into your site to embed