34.1 C
Bhubaneswar
Friday, March 29, 2024
HomeUncategorizedଗଛରେ ପିଟିହେଲା ଟିପର; ଡ୍ରାଇଭର ମୃତ

ଗଛରେ ପିଟିହେଲା ଟିପର; ଡ୍ରାଇଭର ମୃତ

ଋାମନଗୁଡା: ରାମନଗୁଡା ବ୍ଲକ କଣ୍ଡାଜାମ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଏକ ଟିପର । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଫଳରେ ଏଥିରେ ଗାଡିର ହେଲପର ସରେନକଂଟା ବଂଶଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଡ୍ରାଇଭର ଫକୀରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ବେଳେ କୋଲନରା ବ୍ଲକ ଗୌଡ ଲିଲି ବାଡିଗ୍ରାମର ବୋଲି ଜମାପଡିଛି । ତେବେ ଗାଡିଟି ଗୁଣପୁରରୁ ରାୟଗଡା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ରାମନଗୁଡା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking