26.1 C
Bhubaneswar
Friday, March 29, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ

ଯାଜପୁର : ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା ଟନିଙ୍ଗି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମଧ୍ୟରେ ମୁଁହାମୁଁହି ଧକ୍କା ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର । ଗୁରୁତର ବ୍ୟକ୍ତି ଜଣ ଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ଓଳିଆ ଗ୍ରାମ ର ଈଶ୍ୱର ଚନ୍ଦ୍ର ବେହେରା ଙ୍କ ପୁଅ ଲଲାଟେନ୍ଦୁ ବେହେରା । ସୂଚନା ମୁତାବକ । ଲଲାଟେନ୍ଦୁ ଘରୁ ନିଜ କାମରେ ମଟର ସାଇକେଲ ଯୋଗେ ସୁକିନ୍ଦା ଅଭିମୁଖେ ଯାତ୍ରା କରୁଥିବା ସମୟ ରେ ବିପରୀତ ଦିଗ ରୁ ଆସୁଥିବା ଆଉଏକ ମଟର ସାଇକେଲ ସହ ଧକ୍କା ହୋଇଥିଲା ଫଳରେ ଲଲାଟେନ୍ଦୁ କିଛିଦୂର କୁ ଛିଟିକି୍ ପଡ଼ିଥିଲେ । ତାଙ୍କୁ ସଂଗେସଂଗେ ସୁକିନ୍ଦା ମେଡିକାଲ କୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳେ ସୁକିନ୍ଦା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking