32.1 C
Bhubaneswar
Thursday, March 28, 2024
Homeଓଡିଶାଗଛରେ ପିଟିହେଲା ପିକଅପ; ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

ଗଛରେ ପିଟିହେଲା ପିକଅପ; ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

ମୟୁରଭଞ୍ଜ: ନିୟନ୍ତ୍ରଣ ହରାଇ ଶାଳଗଛକୁ ପିଟିଲା ପିକଅପ ଗାଡି । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଠାକୁରମୁଣ୍ଡା ନିକଟରେ । କଟକରୁ ନୂଆ ସାଇକେଲ ବୋଝଇ ଏକ ପିକଅପ ଗାଡି ରାଇରଙ୍ଗପୁରକୁ ଆସୁଥିଲା । ଭୋର ୪ଟା ସମୟରେ ଠାକୁରମୁଣ୍ଡା ନିକଟ ହାଣ୍ଡିଫୁଟା ନିକଟରେ ଭାରସାମ୍ୟ ହରାଇ OD 33Z5825 ନମ୍ବର ଗାଡିଟି ଏକ ଶାଳଗଛରେ ଧକ୍କା ଦେଇଥିଲା । ଗାଡିର ଡ୍ରାଇଭର ଏବଂ ହେଲପର ସୁରକ୍ଷିତ ଥିବା ବେଳେ ଗାଡିଟିର ସମ୍ମୁଖଭାଗ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking