ଅଟୋ ବୁଲେଟ ମୁହାଁମୁହିଁ; ଘଟଣା ସ୍ଥଳରେ ଅଟୋ ଚାଳକ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ସେମିକିଗୁଡା ବ୍ଲକ ସୁଭାଇ ନିକଟରେ ଥିବା ଦୁସୁରା ଛକ ଠାରେ ଅଟ ଚାଳକ ନିଜ ମାଙ୍କ ଦେହ ଅସୁସ୍ଥ ଥିବାର ଆଜିୁ ସକାଳ ସମୟରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନନ୍ଦପୁର ଦେଇ ସେମିଳିଗୁଡା ଅଭିମୁଖେ ଯାଉଥିବାବେଳେ ଏକ ବୁଲେଟ ଗାଡି ନମ୍ବର OD10 M – 1112 ବାଇକ ସେମିଳିଗୁଡ଼ାରୁ ନନ୍ଦପୁର ଆସୁଥିବା ବେଳେ ସେମିଳିଗୁଡା ବ୍ଲକ ସୁଭାଇ ଛକ ନିକଟସ୍ଥ ଦୁଶ୍ରା ଠାରେ ହଟାତ ଅଟ OD18F6534 ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି,ନନ୍ଦ ପୁର ବ୍ଲକ୍ର ର ହାଡିଗୁଡା ଗ୍ରାମର ଗୁପ୍ତ ମାଝି ,ବଲି ଜଣା ପଡ଼ିଛି, ବାଇକ ଚାଳକ କୁ ମୁଣ୍ଡରେ ଆଘାତ ହୈ ଥିବାରୁ ଅଞ୍ଚଳବାସୀ ଆମ୍ବୁଲେନ୍ସ କୁ ଡକାଇ କୋରାପୁଟ ସ୍ଥାନାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here