39.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୭ମୃତ, ୫ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୭ମୃତ, ୫ ଆହତ

ବେଙ୍ଗାଲୁରୁ: ଜିପ୍ କୁ ପଛପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଚିକ୍କାବାଲାପୁର ଜିଲ୍ଲା ଚିନ୍ତାମଣି ତହସିଲ ଅଧିନ ମେଡିକର କ୍ରସ ନିକଟରେ । ସୂଚନା ଅନୁଯାୟୀ, ଏକ ଜି୍‌ପ୍ ଯୋଗେ ଶ୍ରୀନିବାସପୁର ତହସିଲ ଅଧିନ ରୟାଲପଡୁ ଗାଁରୁ ଚିନ୍ତାମଣି ଅଭିମୁଖେ ଯାତ୍ରା କରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଭୟଙ୍କର ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ୬ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣକୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣା ଯୋଗୁଁ ୫ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଚିନ୍ତାମଣି ଗ୍ରାମୀଣ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking