34.1 C
Bhubaneswar
Friday, March 29, 2024
Homeମନୋରଞ୍ଜନଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା

ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା

ମୁମ୍ବାଇ : ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା । ବଲିଉଡ଼୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍‌କ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରାଯାଇଛି । ଅଭିନେତ୍ରୀ ରିୟା ସୁଶାନ୍ତଙ୍କର ବାନ୍ଧବୀ ଥିଲେ । ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କୁ ଜେରା କରାଯାଉଛି ।

ସୂଚନାଯୋଗ୍ୟ , ଗତ ୧୪ ତାରିଖରେ ସୁଶାନ୍ତ ସିଂ ରାଜ୍‌ପୁତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କୌଣସି କାରଣ ଜଣାପଡ଼ିନଥିଲେ ବି ଗତ ୬ ମାସ ହେବ ସେ ମାନସିକ ସ୍ତରରେ ଠିକ୍ ନଥିଲେ । ସେ ଡିପ୍ରେସନ୍ ପାଇଁ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁକୁ ନେଇ ବଲିଉଡ଼୍ ରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking