ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା

କଟକ : ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା । ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଉପର ଓ ତଳ ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟଜଳ ମହାନଦୀରେ ପଡ଼ୁଛି । ହିରାକୁଦରେ ନିଷ୍କାସିତ ଜଳ ମହାନଦୀରେ ବନ୍ୟା କରିବା ଆଶଙ୍କା ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ପରେ ଫୁଲିଛି ମହାନଦୀ । ହୀରାକୁଦର ଖୋଲିଲା ଆଉ ୪ ଗେଟ୍‌ । ମୋଟ ୨୪ଟି ଗେଟ୍‌ … Continue reading ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା