28.1 C
Bhubaneswar
Monday, June 9, 2025
Homeଓଡିଶାଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା: ଭଙ୍ଗାରୁଜା କରିବା ସହ ଜାଳିଦେଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା: ଭଙ୍ଗାରୁଜା କରିବା ସହ ଜାଳିଦେଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ଯାଜପୁର : ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ମୃତ୍ୟୁରୁ ଉତେଜନା । ହସ୍ପିଟାଲରେ ପୋଡାଜଳା, ଭଙ୍ଗାରୁଜା । ହସ୍ପିଟାଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଲୋକେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ । ଭୁଲ ଇଞ୍ଜେକ୍ସନ୍ରୁ ୫ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ମୃତ ଶିଶୁ କନ୍ୟା ଅଲିପୁର ଗାଁର ବିରଂଚି ଗେଡିଙ୍କ ଝିଅ ଅର୍ପିତା ଗେଡି । ଏହା ପରେ ପରିବାର ଲେକେ ଭୁଲ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ହସ୍ପିଟାଲରେ ଉତେଜନା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking