27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରିହାନାଙ୍କ ହାତରେ ପାକିସ୍ତାନ ପତାକା

ରିହାନାଙ୍କ ହାତରେ ପାକିସ୍ତାନ ପତାକା

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଉପରେ ଟ୍ୱିଟ କରିବା ପରେ ଆମେରିକାନ ପପ ସିଙ୍ଗର ରିହାନା ଅନେକ ମାତ୍ରାରେ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି । କିଛି ଲୋକ ତାଙ୍କୁ ସମର୍ଥନ ଦେଉଥିବା ବେଳେ ଆଉ କିଛି ବଲିଉଡ କଳାକାର ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ତାଙ୍କୁ ଜବାବ ଦିଆଯାଇଛି । ରିହାନାଙ୍କ ଟ୍ୱିଟ ପରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ଭାଇରାଲ ହୋଇଛି, ଯେଉଁଥିରେ ସେ ପାକିସ୍ତାନ ପତାକା ଧରିଥିବା ଦେଖାଯାଇଛି । ତେବେ ଏହି ଫଟୋକୁ ନେଇ ଏହା ଖୁଲାସା ହୋଇଛି ଯେ, ଏହାକୁ ସଂପାଦିତ କରାଯାଇଛି । ଆଇସିସି ଦ୍ୱାରା ରିହାନାଙ୍କ ଏକ ଫଟୋ ସେୟାର କରାଯାଇଛି, ଯେଉଁଥିରେ ସେ ପାକିସ୍ତାନ ଜାଗାରେ ୱେଷ୍ଟଇଣ୍ଡିଜର ପତାକା ଧରିଥିବା ନଜର ଆସିଛନ୍ତି । 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking