ଭୁବନେଶ୍ୱର: ସିସୋର ଚିଟ୍ଫଣ୍ଡ : ଚାର୍ଜଫ୍ରେମ୍ ପ୍ରସଙ୍ଗରେ ପ୍ରଭାତ ବିଶ୍ୱାଳ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଧର୍ମର ଜୟ ହେବ କହିଲେ ର୍ପୂବତନ ବିଧାୟକ ପ୍ରଭାତ ବିଶ୍ୱାଳ । ମାମଲା କୋର୍ଟରେ ବିଚାରଧୀନ ଆଉ ଆଇନ ତା ବାଟରେ ଯାଉଛି । ପ୍ରଥମ ଦିନରୁ କହିଆସୁଛି ଆଉ ଏହା ହେଉଛି ଏକ ଜମିଜମା ମାମଲା । ଲାଂଚ କେହି ବି ଚେକ୍ରେ ନିଅନ୍ତିନାହିଁ, ପୂର୍ବରୁ ହାଇକୋର୍ଟ ଯାଇଥିଲି । ୨ ମାସର ଚାର୍ଜଫ୍ରେମ କରିବାକୁ … Continue reading ଧର୍ମର ଜୟ ହେବ: ପ୍ରଭାତ ବିଶ୍ୱାଳ
Copy and paste this URL into your WordPress site to embed
Copy and paste this code into your site to embed