ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମହିଳା ଥାନାରେ ଅଟକ

ଭୁବନେଶ୍ୱର: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଭୁବନେଶ୍ୱର ମହିଳା ଥାନା ପୁଲିସ ଗିରଫ କରିଛି। ଧାବିକା ଦୂତୀ ଚାନ୍ଦଙ୍କ ଏତଲା ଆଧାରରେ ଏହି ଗିରଫଦାରୀ ହୋଇଥିବା ଭୁବନେଶ୍ୱର ଜୋନ-୧ ଏସିପି କହିଛନ୍ତି। ଦୂତୀ ଚାନ୍ଦ ୨ ବର୍ଷ ତଳେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାୟର କରିଥିଲେ। ଅଲିମ୍ପିକସରେ ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଦୂତୀ ପ୍ରଦୀପଙ୍କ ସମେତ ଅନ୍ୟ କେତେ … Continue reading ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମହିଳା ଥାନାରେ ଅଟକ