28.1 C
Bhubaneswar
Friday, March 29, 2024
Homeଓଡିଶାଆର‌ଜିଏଚ୍‌ର ୨ଡାକ୍ତରଙ୍କୁ କରୋନା

ଆର‌ଜିଏଚ୍‌ର ୨ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ ୧୮ଜଣ ଆକ୍ରାନ୍ତଙ୍କ ତଥ୍ୟଦେଲେ ଜିଲ୍ଲାପାଳ । ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ପୁରୁଷ ଓ ୩ଜଣ ମହିଳା ଅଛନ୍ତି । ରାଉରକେଲା ସରକାରୀ ହସ୍ପିଟାଲ୍‌ର ୨ଜଣ ଡାକ୍ତର କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ୨ଡାକ୍ତର କୋଭିଡ୍ ଓ ପରେ ମେଡିକାଲ୍ ଡ୍ୟୁଟିରେ ଥିଲେ । ରିପୋର୍ଟ ପଜିଟିଭ୍ ପରେ ୨ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ କେନ୍ଦ୍ରରେ ରହିଲେ । କରୋନା ଚିହ୍ନଟ ପରେ ହସ୍ପିଟାଲ ସାନିଟାଇଜ୍ କାର୍ଯ୍ୟ ସରିଛି । ରାଉରକେଲା ସ୍ପେଶାଲ ଜେଲ୍ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୬ ଅନ୍ତେବାସୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ।
https://onakhabar.com/2020/06/07/75-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking