38.8 C
Bhubaneswar
Friday, April 19, 2024
Homeଓଡିଶାଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କର ଏକ ସମୀକ୍ଷା ବୈଠକ

ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କର ଏକ ସମୀକ୍ଷା ବୈଠକ

ଯାଜପୁର : ଯାଜପୁର  ଜିଲା ସ୍କୁଲ ପରିସରରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରୀ,ବିଂଝାରପୁର,ଦଶରଥପୁର ଏବଂ ଯାଜପୁର ବ୍ଲକ ର ପ୍ରଧାନଶିକ୍ଷକ ମାନେ ଯୋଗଦେଇଥିଲେ । ବୈଠକରେ ଜିଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ କୋରୋନା ଯୋଗୁଁ ବନ୍ଦ ହୋଇଯାଇଥିବା ବିଭିନ୍ନ କାର‌୍ୟ୍ୟକ୍ରମକୁ କିଭଳି ତ୍ୱରାନିତ କରାଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ମୋ ସ୍କୁଲ ଅଭିଯାନ,ବିଦ୍ୟାଳୟ ସପେଂଇ,ଅନଲାଇନ ଶିକ୍ଷାଦାନ,ଦୁର୍ବଳ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା,ପୌଷ୍ଟିକ ଉଦ୍ୟାନ ନିର୍ମାଣ କରିବାକୁ ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking