ଭିଜିଲାନ୍ସ ହାତରେ ରାଜସ୍ବ ସହାୟକ

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ରେକର୍ଡ କିପର । ଜମି ପଟ୍ଟା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ମୁରିବାହାଲ ତହସିଲର ରାଜସ୍ବ ସହାୟକ ତଥା ରେକର୍ଡ କିପର ହେବଲେଟ ବାର୍ଲା । ୧୦ ହଜାର ଟଙ୍କା ସହ ହେବଲେଟକୁ ଗିରଫ କରିଛି ଭିଜିଲାନ୍ସ । ଅଫିସ ସହ ଦୁଇଟି ସ୍ଥାନରେ ଚଢ଼ାଉ କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି । ଗତ ୨୦୧୯ରେ ଜମି ପଟ୍ଟା ପାଇଁ … Continue reading ଭିଜିଲାନ୍ସ ହାତରେ ରାଜସ୍ବ ସହାୟକ