ତେଲେଙ୍ଗାନାରେ ରେବାନ୍ତ ସରକାର

ତେଲେଙ୍ଗାନା : ଆଜିଠୁ ତେଲଙ୍ଗାନାରେ ରେବାନ୍ତ ରାଜ୍ ।ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବାନ୍ତ ରେଡ୍ଡୀ । ହାଇଦ୍ରାବାଦରେ ଶପଥ ପାଠ କରାଇଲ ରାଜ୍ୟପାଳ । ଉପମୁଖ୍ୟ ମନ୍ତ୍ରୀ ଭାବେ ଶପଥ ନେଲେ ଭଟି ବିକ୍ରମାର୍କା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ଗ୍ରହଣ ସମରୋହରେ ସନିଆ, ରାହୁଲ, ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ । ତେଲେଙ୍ଗାନାର ମୋଟ 119 ଟି ସିଟ୍ ମଧ୍ୟରୁ 64 ଟି କଂଗ୍ରେସ … Continue reading ତେଲେଙ୍ଗାନାରେ ରେବାନ୍ତ ସରକାର