16.1 C
Bhubaneswar
Friday, January 28, 2022
Homeଓଡିଶାଅବସରପ୍ରାପ୍ତ ଆଇଏଏସ୍ ଦ୍ୱିଜମ୍ବର କାନୁନଗୋଙ୍କର କରୋନାରେ ପରଲୋକ

ଅବସରପ୍ରାପ୍ତ ଆଇଏଏସ୍ ଦ୍ୱିଜମ୍ବର କାନୁନଗୋଙ୍କର କରୋନାରେ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ଆଇଏଏସ୍ ଦ୍ୱିଜମ୍ବର କାନୁନଗୋଙ୍କର କରୋନାରେ ପରଲୋକ । ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ପରଲୋକ ହୋଇଛି । ଶତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୌମେନ୍ଦ୍ର କାନୁନଗୋ, ଝିଅ ସ୍ମିତା ପୁତୁରା ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ସିଦ୍ଧାର୍ଥ କାନୁନଗୋ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଥିଲା । ଜିଲ୍ଲା ପୁର୍ନଗଠନ ପରେ ଦ୍ୱିଜମ୍ବର କାନୁନଗୋ ଅନୁଗୁଳର ପ୍ରଥମ ଜିଲ୍ଲାପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ଅବସର ପରେ ସେ ଓକିଲାତି କରୁଥିଲେ । କଟକ ଜିଲ୍ଲା ନିଆଳି ମାଧବ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ତଥା ପରୋପକାରୀ ବ୍ୟକ୍ତି ଭାବେ ବିଭିନ୍ନ ମହଲରେ ତାଙ୍କର ଆଦୃତ୍ତି ଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking