40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଚର୍ଚ୍ଚାରେ ପରିଣୀତି

ଚର୍ଚ୍ଚାରେ ପରିଣୀତି

ମୁମ୍ବାଇ : ଚର୍ଚାରେ ଏବେ ପରିଣୀତି ତାଙ୍କ ଆଗାମୀ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ସାଇନାଙ୍କ ପୋଷ୍ଟ କରିଛନ୍ତି । ଏକଦମ୍ ସାଇନାଙ୍କ ଲୁକ୍ ଓ ଷ୍ଟାଇଲରେ ସେ ଫଟୋ ପୋଷ୍ଟ କରିଛନ୍ତି । ପରିଣୀତି ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ ସାଇନାଙ୍କର ଏବଂ ଅନ୍ୟଟି ପରିଣୀତିଙ୍କର । ଟ୍ବିଟର ୟୁଜର୍ସ ଏହି ଫଟୋରେ ପରିଣୀତିଙ୍କ କଳାଜାଇକୁ ନେଇ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି । ପରିଣୀତି ଚୋପ୍ରାଙ୍କୁ ଅପକମିଂ ମୁଭି ସାଇନା ନେହୱାଲଙ୍କ ବାୟୋପିକରେ ଦେଖିବାକୁ ମିଳିବ ।
ପରିଣୀତି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ମୁଁ ଏହି ରୋଲ କରି ଅତ୍ୟନ୍ତ ଖୁସି ଅନୁଭବ କରୁଛି । ପରିଣୀତିଙ୍କର ଏହି ଫଟୋକୁ ଲୋକେ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି । ସେପଟେ ଅନ୍ୟ କିଛି ଲୋକଙ୍କୁ ତାଙ୍କ ମୁହିଁରେ ଥିବା କଳାଜାଇ ପସନ୍ଦ ଆସିନାହିଁ ।
ତେବେ ପରିଣୀତିଙ୍କ ମୁହଁରେ ଥିବା କଳାଜାଇ ଅଧିକ ବଡ଼ ଥିବା ଦେଖି । ଟ୍ୱିଟରରେ ଜଣେ ୟୁଜର୍ସ କମେଣ୍ଟ କରି କହିଛନ୍ତି ଯେ ସାଇନାଙ୍କ ମୁହଁରେ କଳାଜାଇ ବହୁତ ଛୋଟ ଏବଂ ପରିଣୀତିଙ୍କର ଏତେ ବଡ କାହିଁକି ହୋଇଛି । ଏତେ ଖରାପ ପରିବର୍ତ୍ତନକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking