ଅଧ ଘଣ୍ଟା ଭିତରେ ଉଦ୍ଧାର : ଏସପି

ସୋନପୁର : ବୋରୱେଲରେ ବୃଦ୍ଧା ପଡିବା ଘଟଣାରେ ସୁବର୍ଣ୍ଣପୁର ଏସପିଙ୍କ ସୂଚନା । ଜେସିବି ସାହାଯ୍ୟରେ ଆଉ ଏକ ଗାତ ଖୋଳା ଯାଉଛି । ମାଟି ଟାଣ ଅଛି , ତେଣୁ ଧସିବା ସମ୍ଭାବନା ନାହିଁ । ଆଉ ଅଧ ଘଣ୍ଟା ଭିତରେ ରେସ୍କୁ୍ୟ ସରିବ ବୋଲି ଆଶା । ଗାତ ଭିତରକୁ ରଶି ଦ୍ୱାରା ଅକ୍ସିଜେନ ଯୋଗାଣ ଜାରି ରହିଛି । ଜୀବିତ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରାଯିବ ବୋଲି ଆଶା । ଦୀପାବଳି ବଢ଼ାଇଲା … Continue reading ଅଧ ଘଣ୍ଟା ଭିତରେ ଉଦ୍ଧାର : ଏସପି