ସାଧାରଣତନ୍ତ୍ର ଦିବସ – 2025 – ONA KHABAR

ସାଧାରଣତନ୍ତ୍ର ଦିବସକୁ କାହିଁକି ମନେ ରଖିବା ଜାଣନ୍ତୁ..
ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଜାନୁଆରୀ ମାସ ୨୬ ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଲାଗୁ ହୋଇଥିଲା ଭାରତର ସମ୍ବିଧାନ । ଏହି ଦିନକୁ ମନେ ରଖିବା ପାଇଁ ହିଁ ପ୍ରତିବର୍ଷ ଏହାକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ । ୧୫ ଅଗଷ୍ଟ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା । ୨୬ ଜାନୁଆରୀ ୧୯୫୦ରେ ସମ୍ବିଧାନକୁ ଆତ୍ମସାତ କରାଯାଇଥିଲା। ଏହାପରେ ଭାରତକୁ ଏକ ଲୋକତନ୍ତ୍ର ଗଣତନ୍ତ୍ର ଦେଶ ଘୋଷଣା କରାଗଲା। ସେବେଠାରୁ ପ୍ରତି ବର୍ଷ ୨୬ ଜାନୁଆରୀକୁ ସାଧାରଣ ତନ୍ତ୍ର ଦିବସ ରୂପେ ପାଳନ କରାଯାଇଆସୁଛି ଅନେକ ରାଜ୍ୟକୁ ନେଇ ଆମ ଭାରତ ଗଠିତ ହୋଇଛି । ରାଜ୍ୟ ମାନଙ୍କର ଏକ ସଙ୍ଘ ହେଉଛି ଭାରତା ସଂସଦୀୟ ପ୍ରକ୍ରିୟାରେ ବନ୍ଧା ହୋଇଥିବା ଏକ ଗଣରାଜ୍ୟ ହେଉଛି ଭାରତା ଏହି ଗଣରାଜ୍ୟ ଭାରତ ସମ୍ବିଧାନ ଅନୁଯାୟୀ ଶାସିତ ଅଟେ । ସମ୍ବିଧାନ ସଭାରେ ୨୬ ନଭେମ୍ବର ୧୯୪୯ରେ ଏହି ସମ୍ବିଧାନକୁ ଗ୍ରହଣ କରାଯାଇଥିଲା। ଯାହାପରେ ୨୬ ଜାନୁୟାରୀ ୧୯୫୦ ମସିହାରେ ଏହା ପ୍ରଭାବ ଦେଖାଇଲା ।ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ୨୬ ଜାନୁଆରୀ ୧୯୫୦ରେ ୨୧ ଚୋପ ସଲାମୀ ସହିତ ଭାରତର ଧ୍ଵଜାକୁ ଉଡ଼ାଇ ଥିଲେ ଓ ଭାରତକୁ ପୂର୍ଣ୍ଣ ଗଣତନ୍ତ୍ର ଦିବସ ଘୋଷଣା କରିଥିଲୋ ସେବେଠାରୁ ଏହି ଦିନକୁ  ସାଧାରଣତନ୍ତ୍ର  ଦିବସ ରୂପେ ପାଳନ କରାଯାଉଛି ।

The post ସାଧାରଣତନ୍ତ୍ର ଦିବସକୁ କାହିଁକି ମନେ ରଖିବା ଜାଣନ୍ତୁ.. appeared first on ONA KHABAR.

ସାଧାରଣତନ୍ତ୍ର ଦିବସର ବୈଶିଷ୍ଟ୍ୟ ସମ୍ପର୍କରେ ଜାଣନ୍ତୁ..
ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୨୬ ରେ ଭାରତରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ ।  ଭାରତ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଯାହାକି ଭାରତୀୟ ସମ୍ବିଧାନର ପ୍ରତିଷ୍ଠା ଏବଂ ଗ୍ରହଣକୁ ସ୍ମରଣ କରିଥାଏ । ନୂଆଦିଲ୍ଲୀର ରାଜପାଥରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମରିକ ପରେଡ ଆୟୋଜିତ ହୋଇଛି । ଜାନୁଆରୀ ୨୬, ୧୯୫୦ ରେ ଭାରତୀୟ ସମ୍ବିଧାନର କାର୍ଯ୍ୟକାରିତାକୁ ପାଳନ କରିବା ପାଇଁ ପ୍ରତିବର୍ଷ ସାଧାରଣତନ୍ତ୍ର  ଦିବସ ପାଳନ କରାଯାଏ। ଅଗଷ୍ଟ ୨୯, ୧୯୪୭ ରେ, ଡକ୍ଟର ବିଆର ଆମ୍ବେଦକରଙ୍କ ନେତୃତ୍ୱରେ ଡ୍ରାଫ୍ଟ କମିଟି ଗଠନ ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା। ସମ୍ବିଧାନ ଅନୁଯାୟୀ ନିର୍ଦ୍ଦେଶାବଳୀ ସ୍ଥିର କରିବାକୁ ଦୁଇ ବର୍ଷ ୧୧ ମାସ ସମୟ ଲାଗିଲା ଏବଂ ଜାନୁଆରୀ ୨୬, ୧୯୫୦ ରେ ଏହା କାର୍ଯ୍ୟକାରୀ ହେଲା। ୧୯୩୦ ମସିହାରେ ଯେତେବେଳେ ଭାରତ ‘ପୂର୍ଣ୍ଣ ସ୍ୱରାଜ’ ହାସଲ କଲା । ଗଣତନ୍ତ୍ର ଦିବସ ଏକ ସ୍ୱାଧୀନ ତଥା ମୁକ୍ତ ଭାରତର ଶକ୍ତି ଭାବରେ ଚିହ୍ନିତ ହୋଇଛି, ତା’ପରେ ଭାରତୀୟ ନାଗରିକମାନଙ୍କର ନିଜସ୍ୱ ସରକାରୀ ପ୍ରତିନିଧି ଚୟନ କରିବାର ଅଧିକାର ରହିଛି। ଗଣତାନ୍ତ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଏହି ଦିନଟି ଜାତୀୟ ଛୁଟିଦିନ ଭାବରେ ପାଳନ କରାଯାଏ, ତେଣୁ ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଉତ୍ସବ ପାଳନ କରିବାକୁ ସମୟ ନେଇପାରନ୍ତି । ଏହି ଐତିହାସିକ ଦିନ ସାରା ଦେଶରେ ବହୁତ ଉତ୍ସାହ ଏବଂ ଗର୍ବ ସହିତ ପାଳନ କରାଯାଏ । ଏହି ସ୍ୱତନ୍ତ୍ର ଉତ୍ସବକୁ ପରେଡ ସହିତ ସ୍ମରଣ କରାଯାଇଥାଏ ଯେଉଁଥିରେ ସାମରିକର ତିନୋଟି ୱିଙ୍ଗ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ‘ଜାନକୀ’ ସେମାନଙ୍କର ଅନନ୍ୟ ସଂସ୍କୃତି ପ୍ରଦର୍ଶନ କରିଥିଲେ। ଏୟାର ସୋ ଏବଂ ଦୁଃସାହସିକ ବାଇକ୍ ଚଲାଇବା ସଶସ୍ତ୍ର ବାହିନୀର ଗ୍ରୀଟ୍ ଏବଂ ସାହସ ଉପସ୍ଥାପନ କରିବାକୁ ହୁଏ । ଦେଶ ପାଇଁ ପ୍ରାଣ ହରାଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ସାହସିକ କାର୍ଯ୍ୟ ପାଇଁ ସାମରିକ ବ୍ୟକ୍ତି, ନାଗରିକ କିମ୍ବା ବ୍ୟକ୍ତିବିଶେଷଙ୍କୁ ସାହସିକ ପୁରସ୍କାର ପ୍ରଦାନ କରିଥାଏ।

The post ସାଧାରଣତନ୍ତ୍ର ଦିବସର ବୈଶିଷ୍ଟ୍ୟ ସମ୍ପର୍କରେ ଜାଣନ୍ତୁ.. appeared first on ONA KHABAR.

ସାଧାରଣତନ୍ତ୍ର ଦିବସରେ ଦେଖନ୍ତୁ ଦିଲ୍ଲୀର ଝଲକ
ନୂଆଦିଲ୍ଲୀ : ଆଜି ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ । ଆମ ରାଷ୍ଟ୍ର ଉଦ୍ଦେଶ୍ୟରେ  ରାଷ୍ଟ୍ରୀୟ ପର୍ବ ବୋଲି ମଧ୍ୟ କହିଥାଉ ।  ଜାନୁଆରୀ ୨୬ରେ ପାଳନ କରାଯାଏ ଏହି ମହାନ ଦିବସ । ପ୍ରତିଟି ଭାରତୀୟଙ୍କ ପାଇଁ  ଆଜିର ଦିନ ବେଶ ଗୁରୁତ୍ୱପୂର୍ଣ୍ଣ। ସ୍ୱାଧିନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ  ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା । ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ  ୧୯୫୦ ମସିହା  ଜାନୁଆରୀ ୨୬ରେ  ସଂସଦରେ ଭାରତୀୟ ସମ୍ବିଧାନ  ଅନୁମୋଦନ ହୋଇଥିଲା । ଭାରତୀୟ ଗଣତନ୍ତ୍ର ବଳ ରାଜ୍ୟ ଭାବରେ ନିଜକୁ ଘୋଷଣା କରିଥିଲା । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ  ଗଣତନ୍ତ୍ର ଦିବସ ହେଉଛି ସେଥିରୁ ଗୋଟିଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି । ଭାରତୀୟ ସେନା  ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି । ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।

The post ସାଧାରଣତନ୍ତ୍ର ଦିବସରେ ଦେଖନ୍ତୁ ଦିଲ୍ଲୀର ଝଲକ appeared first on ONA KHABAR.

ସମଗ୍ର ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ
ନୂଆଦିଲ୍ଲୀ : ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ସ୍ୱାଧିନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ  ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା । ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ  ୧୯୫୦ ମସିହା  ଜାନୁଆରୀ ୨୬ରେ  ସଂସଦରେ ଭାରତୀୟ ସମ୍ବିଧାନ  ଅନୁମୋଦନ ହୋଇଥିଲା । ପରେ ଭାରତୀୟ ଗଣତନ୍ତ୍ର ବଳ ରାଜ୍ୟ ଭାବରେ ନିଜକୁ ଘୋଷଣା କରିଥିଲା । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ  ଗଣତନ୍ତ୍ର ଦିବସ ହେଉଛି ସେଥିରୁ ଗୋଟିଏ । ଆଜିର ଦିନରେ ଦିଲ୍ଲୀରେ   ସ୍ୱତନ୍ତ୍ର ପ୍ୟାରେଡର ଆୟୋଜନ କରାଯାଇଛି ।  ଦେଶ ତଥା ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଏହି ଦିବସ ପାଳନ କରିବା ଏକ ସମ୍ମାନର ବିଷୟ । ଦେଶର ସମସ୍ତ ରାଜ୍ୟ  ରାଜଧାନୀରେ ଗଣତନ୍ତ୍ର ଦିବସକୁ  ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ।  ଗଣତନ୍ତ୍ର ଦିବସ ପାଳନ ପାଇଁ ଦିଲ୍ଲୀରେ ଏକ ମାସ ପୂର୍ବରୁ ଆରମ୍ଭ କରାଯାଇଥାଏ । ଏହି ସମାରୋହରେ  ବିଭିନ୍ନ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳୁଛି । ଏହି ଦିବସ ଅବସରରେ ପ୍ୟାରେଡରେ ଭାଗ ନେଇ  ଜଳ ସ୍ଥଳ ଓ ବାୟୁସେନାର ଯବାନ ମାନେ  ବିଭିନ୍ନ ଦୁଃ ସାହାସିକତାର ସହ ପ୍ରଦର୍ଶନ କରିଥାନ୍ତି ।  ଗଣତନ୍ତ୍ର ଦିବସର ୩ ଦିନ ପରେ ଜାନୁଆରୀ ୨୯ରେ ଜାତୀୟ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ  ହୁଏ । ସାରା ବିଶ୍ୱରେ ଭାରତର  ଗଣତନ୍ତ୍ର ଏକ  ବିଶାଳ ଗଣତନ୍ତ୍ରର ଆଖ୍ୟା ପାଇଛି ।  ତେଣୁ ସମ୍ବିଧାନ ପ୍ରଣୟନ ହୋଇଥିବା ଦିନକୁ ଭାରତୀୟ ମାନେ  ଗଣତନ୍ତ୍ର ଦିବସ ଭାବରେ  ଆନନ୍ଦ ଅନୁଭବ କରନ୍ତି ।

The post  ସମଗ୍ର ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ appeared first on ONA KHABAR.

କାହିଁକି ପାଳନ କରାଯାଏ ସାଧାରଣତନ୍ତ୍ର ଦିବସ ଜାଣନ୍ତୁ ..
ନୂଆଦିଲ୍ଲୀ : ଆଜି ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ । ଆମ ରାଷ୍ଟ୍ର ଉଦ୍ଦେଶ୍ୟରେ  ରାଷ୍ଟ୍ରୀୟ ପର୍ବ ବୋଲି ମଧ୍ୟ କହିଥାଉ ।  ଜାନୁଆରୀ ୨୬ରେ ପାଳନ କରାଯାଏ ଏହି ମହାନ ଦିବସ । ପ୍ରତିଟି ଭାରତୀୟଙ୍କ ପାଇଁ  ଆଜିର ଦିନ ବେଶ ଗୁରୁତ୍ୱପୂର୍ଣ୍ଣ।  କିନ୍ତୁ ଏହି ଦିବସ ପଛର କାରଣ କଣ ଆପଣ ଜାଣିଛନ୍ତି କି । ସାରା ଦେଶ ପାଳନ କରିବାକୁ ଯାଉଛି ଗଣତନ୍ତ୍ର ଦିବସ ।  ଆଜିର ଦିନ ଆମ ଭାରତବର୍ଷ  ପାଇଁ ଏକ ମହାନ ଦିନ ।  ୧୯୫୦ ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ  ପ୍ରଣୟନ ହୋଇଥିଲା । ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅବସାନ ହୋଇ ଭାରତ ଏକ ସାର୍ବ ଭୌମତ୍ୱ  ଗଣତନ୍ତ୍ର  ରାଷ୍ଟ୍ର ଲିଖିତ  ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲା ।  ଏହି ଦିନକୁ ସମ୍ମାନ ଜଣାଇ  ଆମେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ସାଧାରଣ ତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ କରୁ । ଦେଶର ସମସ୍ତ ସ୍କୁଲ , ଅଫିସ , ସରକାରୀ ଓ ବେସରକାରୀ  କାଯ୍ୟାଳୟରେ  ଜାତୀୟପତାକା ଉତ୍ତୋଳନ କରାଯାଏ । ଦୀର୍ଘଦିନ ଭାରତ ବ୍ରିଟିଶ ଶାସନାଧିନ ରହିବା ପରେ  ସାରା ଦେଶରେ  ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା ।  ଅନେକ ସ୍ୱାଧିନତା ସଂଗ୍ରାମୀ ପ୍ରାଣବଳି ଦେଲେ ଏବଂ ଫାଶୀ ଖୁଣ୍ଟରେ ଝୁଲିଲେ । ଶେଶରେ ୧୯୪୭ ଅଗଷ୍ଟ  ୧୫ ତାରିଖରେ ବ୍ରିଟିଶ  ଶାସନରୁ ଭାରତ ମୁକ୍ତ ହେଲା । ଭାରତବାସୀ ସ୍ୱାଧିନତା ପାଇଲେ ।

The post କାହିଁକି ପାଳନ କରାଯାଏ ସାଧାରଣତନ୍ତ୍ର ଦିବସ ଜାଣନ୍ତୁ .. appeared first on ONA KHABAR.