26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପୋଲିସ୍ ଗାଡ଼ିରୁ ଗଞ୍ଜେଇ ଜବତ

ପୋଲିସ୍ ଗାଡ଼ିରୁ ଗଞ୍ଜେଇ ଜବତ

ସମ୍ବଲପୁର : ପୋଲିସ୍ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲା । ରେଙ୍ଗାଲି ଥାନା ରାମପଦା ଛକ ନିକଟରେ ରେଙ୍ଗାଲି ପୋଲିସ୍ ଦ୍ୱାରା ଜବତ କରାଯାଇଛି । ତେବେ ଜବତ କରାଯାଇଥିବା ଗଞ୍ଜେଇର ଓଜନ ୨୧ କେ.ଜି ହେବ ବୋଲି ଜଣାପଡ଼ିଛି ।

ଗଞ୍ଜେଇ ସହ ପୋଲିସ୍‌ର ବୋଲେରୋ ଗାଡ଼ି ଜବତ କରାଯାଇଛି । ତେବେ ଜବତ ହୋଇଥିବା ଗାଡ଼ିଟି ଜିଆରପି ପୋଲିସର ବୋଲି ଜଣାପଡ଼ିଛି । ଡ୍ରାାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ଗିରଫ କରାଯାଇଛି ।ଏହାସହ ଏହି ଘଟଣାର ତଦନ୍ତ କରୁଛି ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking