ନୂଆବର୍ଷ-୨୦୨୪ରେ ନୂଆ କରନ୍ତୁ: ଘରୁ କାଢିଦିଅନ୍ତୁ ଏହି ୫ଟି ଜିନିଷ, ବର୍ଷସାରା ଦେଖାଦେବନି ଆର୍ଥିକ ସମସ୍ୟା

ଭୁବନେଶ୍ୱର : ରାଶିଫଳ ପରି ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ମଧ୍ୟ ଅନେକ ମହତ୍ୱ ଓ ଗୁରୁତ୍ୱ ରହିଛି। ଘରର କବାଟ ହେଉ ବା ଝରକା ଏବଂ ଏଥିରେ ରଖାଯାଇଥିବା ଜିନିଷଗୁଡ଼ିକ ଯୋଗୁଁ ବାସ୍ତୁଶାସ୍ତ୍ରରେ ତ୍ରୁଟି ବା ସମସ୍ୟା ଦେଖାଦେଇଥାଏ । ବାସ୍ତୁ ତ୍ରୁଟି ମୁଖ୍ୟତଃ ଜଣେ ବ୍ୟକ୍ତିର ରୋଜଗାର ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ବାସ୍ତୁ ତ୍ରୁଟି ହେତୁ ଘରେ ଟଙ୍କା ଅଭାବ ଦେଖାଦେଇଥାଏ। ଜଣେ ବ୍ୟକ୍ତିର ଜୀବନ ଦୁଃଖ ଏବଂ ଦାରିଦ୍ରରେ ପରିପୂର୍ଣ୍ଣ … Continue reading ନୂଆବର୍ଷ-୨୦୨୪ରେ ନୂଆ କରନ୍ତୁ: ଘରୁ କାଢିଦିଅନ୍ତୁ ଏହି ୫ଟି ଜିନିଷ, ବର୍ଷସାରା ଦେଖାଦେବନି ଆର୍ଥିକ ସମସ୍ୟା