28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆନନ୍ଦ ମାର୍ଗ ୟନିଭର୍ସାଲ ପକ୍ଷରୁ ରିଲିଫ ସେବା

ଆନନ୍ଦ ମାର୍ଗ ୟନିଭର୍ସାଲ ପକ୍ଷରୁ ରିଲିଫ ସେବା

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ର ଧାରପୁର ,ନାଥପୁର ,ଶ୍ରୀରାମପୁର ,ଗମୁ, ଆଦି ଗ୍ରାମରେ ଆଜି ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ , ଶୁଖିଲା ଖାଦ୍ୟ ଆନନ୍ଦ ମାର୍ଗ ପକ୍ଷରୁ ଯୋଗାଇଦିଆଯାଇଛି  ।  ଏଥି ସହିତ ବିପନ୍ନ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସଂଯୋଜକ କାଁହୁ ଚରଣ ବେଉରା କହିଛନ୍ତି  ।  ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ବରୀ ,ବଡଚନା ,ରସୁଲପୁର ,ଦଶରଥ ପୁର ,ଯାଜପୁର ବ୍ଲକ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି  । ୮ ଦିନ ଧରି ଏହି ସେବା ଯୋଗାଇ ଦିଆଯିବ ବୋଲି ବେଉରା ସୂଚନା ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking