ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ଇଚ୍ଛା ପୂରଣ ନହେବାରୁ ସ୍ତ୍ରୀକୁ ହତ୍ୟାକରି ପୋତିଦେଲା
ପାଟନା: ୨୦୦୬ ମସିହାରେ ହୋଇଥିବା ବାହାଘର । ଆଡମ୍ବରରେ ହିଁ ବାହାଘର ହୋଇଥିଲା । ହେଲେ ସ୍ତ୍ରୀ ଜାଣିନଥିଲା ସ୍ୱାମୀ ଧୋକାଦେଇ ବାହା ହୋଇଛି । ସଙ୍ଗୀତାର ସରଳତାର ସୁଯୋଗ ନେଇ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲା ଧୋକେବାଜ । କିନ୍ତୁ ଯେତେବେଳେ ଇଚ୍ଛା ପୂରଣ ହେଲା ନାହିଁ ରାକ୍ଷାସ ପାଲଟିଗଲା । ଯାହାକୁ ସୁରକ୍ଷା କବଚ ଭାବି ସାତ ଜନ୍ମର ସାଥି କରିଥିଲା ସେ ହିଁ ସାଜିଲା ବଇରୀ । ଇହକାଳ ପରକାଳ ପାଇଁ ସାଥି … Continue reading ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ଇଚ୍ଛା ପୂରଣ ନହେବାରୁ ସ୍ତ୍ରୀକୁ ହତ୍ୟାକରି ପୋତିଦେଲା
Copy and paste this URL into your WordPress site to embed
Copy and paste this code into your site to embed