ପ୍ରତ୍ୟାଖ୍ୟାତ ବିଜେଡି “ଜନଜାଗରଣ” କରିବା ଅତ୍ୟନ୍ତ ନିର୍ଲଜତାର ପରିଚୟ: ଡ.ଯତୀନ ମହାନ୍ତି
ଦୀର୍ଘଦିନର ଭ୍ରଷ୍ଟାଚାର, ଅପାରଗତା କାରଣରୁ ଜନତା ବିଜେଡିକୁ ପ୍ରତ୍ୟାଖ୍ୟାତ କରିଛନ୍ତି ଲୋକଙ୍କ ମନରେ ଥିବା କ୍ଷୋଭ, ଗ୍ଲାନି ଓ ଆକ୍ରୋଶ ଅଛି ତାକୁ ସାମ୍ନା କରନ୍ତୁ ନବୀନ ବାବୁ ନବୀନ ବାବୁ ଠକିବା ଛଡା କିଛି ଜାଣନ୍ତି ନାହିଁ ଭୁବନେଶ୍ୱର : ନିର୍ଲଜତାର ଶେଷ ସୀମା ଟିପିଛି ବିଜେଡି । ହତାସ ଏବଂ ପରାଜୟ ଗ୍ଲାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ କୌଣସି ରାସ୍ତା ନଥାଏ, ସେତେବେଳେ ଏଭଳି “ଔଷଧ ବିକଳରେ ତାଟିଆ” କାମୁଡିବା ପ୍ରକୃତି … Continue reading ପ୍ରତ୍ୟାଖ୍ୟାତ ବିଜେଡି “ଜନଜାଗରଣ” କରିବା ଅତ୍ୟନ୍ତ ନିର୍ଲଜତାର ପରିଚୟ: ଡ.ଯତୀନ ମହାନ୍ତି
Copy and paste this URL into your WordPress site to embed
Copy and paste this code into your site to embed