କନିଷ୍ଠ ଶିକ୍ଷକ ନିଯୁକ୍ତି: ସତ୍ୟପାଠ ତଲବ

କଟକ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା । ହାଇକୋର୍ଟରେ ରାଜ୍ୟ ସରାକରଙ୍କ ଜବାବ ଦାଖଲ ହୋଇଥିବା ସୂଚନା । ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି କରିଥିବା ଜଣାଇଲେ । ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସତ୍ୟପାଠ ମାଧ୍ୟମରେ ଜଣାଥବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଶୀତ ଦିନରେ କାହିଁକି ଫାଟିଯାଏ … Continue reading କନିଷ୍ଠ ଶିକ୍ଷକ ନିଯୁକ୍ତି: ସତ୍ୟପାଠ ତଲବ