31.1 C
Bhubaneswar
Friday, March 29, 2024
Homeକରୋନାଦେଶରେ ସୁସ୍ଥ ହାର ରହିଛି ୭୦ ପ୍ରତିଶତ

ଦେଶରେ ସୁସ୍ଥ ହାର ରହିଛି ୭୦ ପ୍ରତିଶତ

ନୂଆଦିଲ୍ଲୀ: ଭାରତର COVID ୧୯ ସଂକ୍ରମଣ ମାମଲା ୨୨ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୨,୦୬୪ ନୂତନ ସଂକ୍ରମଣ ମାମଲା ଦେଖା ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୪ ଘଣ୍ଟା ରେ ୧,୦୦୭ ଜଣଙ୍କ ମୃତ୍ୟୁ ହୋଇଛି ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୪୪,୩୮୬ କୁ ବୃଦ୍ଧି ପାଇଛି। ଭଲ ଖବର ହେଉଛି ଦେଶରେ ପୁନରୁଦ୍ଧାର ୧୫ ଲକ୍ଷ ୩୫ ହଜାର ୭୪୩ କୁ ବୃଦ୍ଧି ହୋଇଛି। ୫୪ ହଜାର ୮୫୯ ଜଣ ବିଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି। ଯାହା ବର୍ତ୍ତମାନ ପୁନରୁଦ୍ଧାର ହାରକୁ ୬୯.୩୩ ପ୍ରତିଶତକୁ ବୃଦ୍ଧି କରିଛି। ସଂକ୍ରମଣ ଜନିତ ମୃତ୍ୟୁହାର ୨ ପ୍ରତିଶତକୁ ଖସି ଆସିଛି। ସେହିପରି ବର୍ତ୍ତମାନ ୬,୩୪,୯୪୫ ସକ୍ରିୟ ମାମଲା ରହିଛି। ରୋଗୀମାନେ ବିଭିନ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking