39.1 C
Bhubaneswar
Wednesday, April 24, 2024
Homeଓଡିଶାମଙ୍ଗଳବାର ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ନମୂନା ପରୀକ୍ଷା

ମଙ୍ଗଳବାର ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ନମୂନା ପରୀକ୍ଷା

ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଲାଗି ନମୂନା ପରୀକ୍ଷା ହୋଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।
ମଙ୍ଗଳବାର ୨୦୨୭ଟି ଆରଟିପିସିଆର୍ ନମୂନା ପରୀକ୍ଷା ହୋଇଥିଲା । ଏଥିମଧ୍ୟରୁ ଆର୍‌ଏମ୍‌ଆର୍‌ସିରେ ୧୨୩୪, ଆଇଏଲ୍‌ଏସ୍‌ରେ ୯୯୨ଟି ସାମ୍ଫଲ ଟେଷ୍ଟ ହୋଇଛି । ଏସ୍‌ସିବିରେ ୩୭୮, ଏମ୍ସରେ ୭୭, ଏମ୍‌କେସିଜିରେ ୪୧, ଭୀମ୍‌ସାରରେ ୩୩, ରାଉରକେଲା ଆଇଜିଏଚ୍‌ରେ ୫୧, ଆପୋଲରେ ୨୧ଟି ନମୂନା ପରୀକ୍ଷା ହୋଇଛି । ଏହି ଲାବ୍ରୋଟୋରୀ ଗୁଡ଼ିକର ସମସ୍ତ ମାଇକ୍ରୋବାୟୋଲୋଜିଷ୍ଟ, ଟେକ୍ନିସିଆନ୍ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ତ୍ୟାଗ ଏବଂ କଠିନ ପରିଶ୍ରମକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଛି ।
https://onakhabar.com/2020/04/22/contact-tracing-of-3-corona-positives/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking