ନବୀନ ମୋଦୀ କୋଳାକୋଳି ଓଡ଼ିଆ ଅସ୍ମିତା ଦେଲେ ହୁଗାଳି : କଂଗ୍ରେସ

ଭୁବନେଶ୍ୱର : ଓଡ଼ିଆଙ୍କ ସ୍ୱାର୍ଥ ଆଜି ରାଜ୍ୟରେ ଉପେକ୍ଷିତ । ଓଡ଼ିଶାର ଜନସାଧାରଣଙ୍କ ଭୋଟ ପାଇ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳ ଓଡ଼ିଆ ମାନଙ୍କ ଆତ୍ମସମ୍ମାନ ଓ ସ୍ୱାଭିମାନ କ୍ଷୁର୍ଣ୍ଣ କରିଛନ୍ତି । ମୁଖ୍ୟ ବିରୋଧି ଦଳ ବିଜେପି ସହ ହାତ ମିଶାଇ ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଖୋଲାଖୋଲି ସମର୍ଥନ କରିବା ପ୍ରମାଣିତ କରୁଛି ରାଜ୍ୟରେ ବିଜେଡ଼ି ଓ ବିଜେପିର ପାର୍ଟନରସିପ୍ ସରକାର ଚାଲିଛି । ଯେତେବେଳେ ଶାସକ ଦଳ ଓ ମୁଖ୍ୟ ବିରୋଧିଦଳ … Continue reading ନବୀନ ମୋଦୀ କୋଳାକୋଳି ଓଡ଼ିଆ ଅସ୍ମିତା ଦେଲେ ହୁଗାଳି : କଂଗ୍ରେସ