ମାର୍ଚ୍ଚ ମାସରେ ସର୍ବାଧିକ ବ୍ୟାଙ୍କ ଛୁଟି ଘୋଷଣା କରିଛନ୍ତି ଆର ବି ଆଇ

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଅନେକ ଦିନ ବ୍ୟାଙ୍କ ଛୁଟି ହେବାକୁ ଯାଉଛି। ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏନେଇ ଆରବିଆଇ ଜାତୀୟ ସ୍ତରରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି।ବିଭିନ୍ନ ରାଜ୍ୟରେ ଘଟୁଥିବା ଅନେକ ପର୍ବର ଛୁଟି ବ୍ୟତୀତ ଏଥିରେ ଶନିବାର ଏବଂ ରବିବାରର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ଯଦି ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଚାରାଧୀନ ଅଛି, ତେବେ ମାର୍ଚ୍ଚରେ ବ୍ୟାଙ୍କକୁ … Continue reading ମାର୍ଚ୍ଚ ମାସରେ ସର୍ବାଧିକ ବ୍ୟାଙ୍କ ଛୁଟି ଘୋଷଣା କରିଛନ୍ତି ଆର ବି ଆଇ